ଆଜିର ଖବର ମହାରାଷ୍ଟ୍ରରେ ଗଣେଶ ବିସର୍ଜନ ସମୟରେ ୨୦ ମୃତ, ପାଣିରେ ବୁଡିଗଲେ ୧୪ ମୁମ୍ବାଇ: ମହାରାଷ୍ଟ୍ରରେ ଗଣେଶ ମୂର୍ତ୍ତି ବିସର୍ଜନ ସମୟରେ ପୃଥକ ପୃଥକ ଘଟଣାରେ ୨୦ ଜଣଙ୍କର ମୃତ୍ୟୁ ହୋଇଛି। ସେଥିମଧ୍ୟରୁ ବୁଡ଼ିଯିବା କାରଣରୁ ୧୪ ଜଣଙ୍କର ମୃତ୍ୟୁ ହୋଇଛି।…