ଅପରାଧ ଟାଙ୍ଗି ପାଣି ପାଇପ୍ ଲୁଟ୍ ଘଟଣା: ଏମବିଏ ଡିଗ୍ରୀ ଧାରୀ ଡକାୟତ ବାହାରିଲେ ଲୁଟ ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ ସୀତାରାମ ଅଗ୍ରୱାଲ ଟାଙ୍ଗି: ଗ୍ରାମ୍ୟ ଜଳ ଯୋଗାଣରେ ବ୍ୟବହୃତ ପାଣି ପାଇପ୍ ଲୁଟ୍ ହେବାର ମାତ୍ର ୨୪ ଘଣ୍ଟା ମଧ୍ୟରେ ଟାଙ୍ଗି ପୋଲିସକୁ ବଡ ସଫଳତା ମିଳିଛି।…