ଜାତୀୟ ଖବର ଧିରେ ଧିରେ ଛାତ୍ରଛାତ୍ରୀଙ୍କ ପାଇଁ ଆଦର୍ଶ ପାଲଟୁଛନ୍ତି କାର୍ତ୍ତିକ ପାଣ୍ଡିଆନ,ନୂଆ-ଓ ସାଜିଛି ମାଧ୍ୟମ ଭୁବନେଶ୍ବର: ସବୁ ଜିଲ୍ଲାରେ ଚାଲିଛି ରାଜ୍ୟ ସରକାରଙ୍କ ନୂଆ-ଓ କାର୍ଯ୍ୟକ୍ରମ। ଛାତ୍ରଛାତ୍ରୀଙ୍କର ମନୋବଳ ସୁଦୃଢ କରିବା ଏବଂ ପାଠ୍ୟକ୍ରମ ବ୍ୟତିତ ଅନ୍ୟ କାର୍ଯ୍ୟକ୍ରମରେ ସାମିଲ କରାଇବା ହେଉଛି…