ଜାତୀୟ ଖବର ଇଫିରେ ଓଡ଼ିଆ ଚଳଚ୍ଚିତ୍ର ‘ବାଘୁଣୀ’ର ଭବ୍ୟ ପ୍ରିମିୟର୍ ୧୧ ବର୍ଷର ଛୋଟ ଝିଅଟିଏ। ବାଘ ନାଚ କଳାକାର ହେବା ପାଇଁ ଆଶା ପୋଷଣ କରୁଛି। କିନ୍ତୁ ପୁରୁଷ ପ୍ରଧାନ ବାଘ ନାଚ ପରମ୍ପରାରେ ତା’ର ସ୍ୱପ୍ନ…