ଅପରାଧ ପରିବହନ ଏଏସଆଇଙ୍କ ଘରେ ଭିଜିଲାନ୍ସ, ମିଳିଲା 3ଟି ଦୁଇମହଲା କୋଠା ସହ ଆହୁରି କେତେ କଟକ: ଆଜି ଭିଜିଲାନସ ଜଣେ ମୋଟର ଭେଇକଲ ବିଭାଗର ଏଏସଆଇଙ୍କ ଘରେ ଚଢାଉ କରିଛି। ସେ ହେଉଛନ୍ତି ଝାରସୁଗୁଡା ଜିଲ୍ଲାରେ କାଯ୍ୟ କରୁଥିବା ଏଏସଆଇ ହରେକୃଷ୍ଣ ନାୟକ।…