ଆଜିର ଖବର ମହଙ୍ଗା ପଡିଲା ଡେଟିଂ ଆପରେ ପାର୍ଟନର ଖୋଜିବା, ୨.୫୦ ଲକ୍ଷ ଟଙ୍କା ହେଲା ସଫା, ଜାଣନ୍ତୁ ପୁରା କାହାଣୀ ନୂଆଦିଲ୍ଲୀ: ବେଙ୍ଗାଲୁରୁରେ ରହୁଥିବା ୩୦ ବର୍ଷ ବୟସ୍କ ଯୁବକ ଏକ ଡେଟିଂ ଆପ୍ ରେ ସାଥୀ ଖୋଜିବା ଅତ୍ୟନ୍ତ ମହଙ୍ଗା ପଡିଛି। ତାଙ୍କ ସହ ଅନଲାଇନ୍ ଠକେଇ…