ଆଜିର ଖବର ଯାତ୍ରୀମାନଙ୍କ ସୁବିଧା ପାଇଁ ସାନପଦର ଠାରେ ନୂତନ ପାସେଞ୍ଜର ହଲ୍ଟ: ରହଣି କରିବ ଚାରୋଟି ଟ୍ରେନ ଭୁବନେଶ୍ୱର: ଯୋଗାଯୋଗ ବୃଦ୍ଧି ଏବଂ ସ୍ଥାନୀୟ ଚାହିଦା ପୂରଣ କରିବା ଲକ୍ଷ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ବିକାଶରେ, ଭାରତୀୟ ରେଳବାଇ ଖୋର୍ଦ୍ଧା ରୋଡ୍-ବଲାଙ୍ଗିର ରେଳ ଲାଇନରେ ଅବସ୍ଥିତ ସାନପଦର…