ଆଞ୍ଚଳିକ ବନବିଭାଗ ପକ୍ଷରୁ ଶାଳ ପଟା ସହ ପିକଅପ୍ ଭ୍ୟାନ ଜବତ ରେଢ଼ାଖୋଲ (କନ୍ଦର୍ପ ବେହେରା): ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବନବିଭାଗ ପକ୍ଷରୁ ଚଢାଉ କରି ଶୁଣ୍ଡିମୁଣ୍ଡା ଗ୍ରାମ ନିକଟରୁ୯୨ ଖଣ୍ଡ ଶାଳ କାଠ ପଟା ସହ ଏକ ପିକଅପ୍…