ପିଚୁ ଡ୍ରମ ବୋଝେଇ ଟ୍ରକ

ନାଚୁଣୀ: ଜାତୀୟ ରାଜପଥରେ ପିଚୁ ଡ୍ରମ ବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଛି। ଯେଉଁଥିରେ ଚାଳକ ଗୁରୁତର ହୋଇଛନ୍ତି। ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଫାଣ୍ଡି ୧୬ ନମ୍ବର ଜାତୀୟ…