ଖେଳ ଆଇଓଏ ଦୌଡ଼ରୁ ଓହରିଲେ ପିଟି ଉଷା : ସଭାପତି ପଦ ଦୌଡ଼ରେ ଗଗନ ନାରଙ୍ଗ ଓ ବୀରେନ୍ଦ୍ର ସଚଦେବା ନୂଆଦିଲ୍ଲୀ: ଲଣ୍ଡନ ଅଲିମ୍ପିକ୍ସ ପଦକ ବିଜେତା ଗଗନ ନାରଙ୍ଗ ଏବଂ ଭାରତୀୟ ତୀରନ୍ଦାଜି ସଂଘର ବୀରେନ୍ଦ୍ର ସଚଦେବା ଅନ୍ତିମ ଦିନରେ ଭାରତୀୟ ଅଲିମ୍ପିକ୍ ସଂଘ ସଭାପତି ପଦ…