ଆଜିର ଖବର ଖୋର୍ଦ୍ଧା: ରାସ୍ତା କଡକୁ ଖସିଲା ମୋ ବସ, ୧୨ ଯାତ୍ରୀ ଗୁରୁତର ଖୋର୍ଦ୍ଧା: ଖୋର୍ଦ୍ଧା ନିକଟସ୍ଥ ୧୬ ନମ୍ବର ଜାତୀୟ ରାଜପଥର ପିତାପଲ୍ଲୀ ପାଖରେ ମୋ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି। ମୋ ବସ ଟି ରାସ୍ତାକଡ଼ ନାଳକୁ ଖସିପଡ଼ିଛି। ଯାହାଫଳରେ…