Categories
ଆଜିର ଖବର ରାଜ୍ୟ ଖବର

କଟକ ପାରାଦ୍ୱୀପ ରେଳ ସେକ୍ସନରେ ପୋଲ ପୁନଃ ନିର୍ମାଣ କାର୍ଯ୍ୟ ପାଇଁ ବାତିଲ ହେଲା ଦୁଇ ଯୋଡ଼ା ଟ୍ରେନ

ଭୁବନେଶ୍ଵର: କଟକ ପାରାଦ୍ୱୀପ ରେଳ ସେକ୍ସନରେ ପୋଲ ପୁନଃ ନିର୍ମାଣ (ବ୍ରିଜ ରିବିଲଡିଙ୍ଗ) କାର୍ଯ୍ୟ ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ଜାରି ରହିଛି। ଯେଉଁଥିପାଇଁ ଆଜି ଦୁଇ ଯୋଡ଼ା ପାସେଞ୍ଜର ବିଶେଷ ଟ୍ରେନକୁ ବାତିଲ କରାଯାଇଅଛି। 08407/08408 ଏବଂ 08445/08446 ଟ୍ରେନକୁ ବାତିଲ କରାଯାଇଅଛି।