ଆଜିର ଖବର କାର୍ତ୍ତିକ ପୂର୍ଣ୍ଣିମାରେ ଡଙ୍ଗା ଭସାଇବା ପାଇଁ ପୁରୀ ସମୁଦ୍ର କୂଳରେ ପ୍ରବଳ ଭିଡ ପୁରୀ: ଆଜି ହେଉଛି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା। ପବିତ୍ର ମାସ କାର୍ତ୍ତିକର ଆଜି ହେଉଛି ଶେଷ ଦିନ। ଏହି ଦିନରେ ଡଙ୍ଗା ଭସାଇବା ଏକ ପରଂପରା କାହିଁ…