ଆଜିର ଖବର ପୁରୀରେ ଥିବା ଭଡାଟିଆମାନେ ମଧ୍ୟ ଜଗନ୍ନାଥ ଦର୍ଶନର ପାଇବେ ସୁଯୋଗ ପୁରୀ, ଧାର୍ମିକ ସହର ପୁରୀରେ ଯେଉଁମାନେ ଭଡାରେ ରହିଛନ୍ତି ସେମାନଙ୍କ ଉପରେ ଜଗନ୍ନାଥ ପ୍ରସନ୍ନ ହୋଇଛନ୍ତି। ଭଡାଟିଆମାନେ ମଧ୍ୟ ଠାକୁରଙ୍କୁ ଦର୍ଶନ କରିପାରିବେ। ଏ ନେଇ ଶ୍ରୀମନ୍ଦିର…