ରାଜ୍ୟ ଖବର ଦୁର୍ଗାପୂଜା ପାଇଁ ଭୁବନେଶ୍ୱରରେ ୧୯ ରୁ ୨୪ ପର୍ଯ୍ୟନ୍ତ ନୂଆ ଟ୍ରାଫିକ୍ କଟକଣା ଭୁବେନଶ୍ବର: ଆଗାମୀ ଦୁର୍ଗାପୂଜାକୁ ଶାନ୍ତିଶୃଙ୍ଖଳା ଓ ନିରାପଦରେ ପାଳନ କରିବା ସହ ଜନସାଧାରଣଙ୍କ ସୁବିଧା ପାଇଁ ରାଜଧାନୀ ଭୁବନେଶ୍ୱରରେ ପୁଲିସ କମିଶନରେଟ୍ ପକ୍ଷରୁ କଡ଼ା ଟ୍ରାଫିକ୍ ନିୟମାବଳୀ…