ଜାତୀୟ ଖବର ଅଶ୍ବିନୀ ରାଜ୍ୟସଭାକୁ ଯିବା ପରେ କଟକ ଲୋକସଭାରୁ କିଏ ହେବ ବିଜେପି ପ୍ରାର୍ଥୀ, ଆସିଲା ଜଣଙ୍କ ନାମ ଭୁବନେଶ୍ବର: ବର୍ତ୍ତମାନ ରାଜ୍ୟସଭାକୁ ଅଶ୍ବିନୀ ବୈଷ୍ଣବ ଯିବା ପରେ ସେ କଟକରୁ ଲଢିବେ ବୋଲି ଯେଉଁ କଳ୍ପନାଜଳ୍ପନା ପ୍ରକାଶ ପାଇଥିଲା ତାହାର ଅନ୍ତ ଘଟିଛି। କାରଣ ଅଶ୍ବିନୀ…