ଆଜିର ଖବର ପୋଲିସ-ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ: ଦୁଇ ଗୁରୁତର ଯବାନଙ୍କୁ ନିଜ ହେଲିକ୍ୟାପ୍ଟରରେ ଏୟାରଲିଫ୍ଟ କଲେ ଡିଜି ଭୁବନେଶ୍ବର: ପୋଲିସ ଆଉ ମାଓବାଦୀଙ୍କ ମଧ୍ୟରେ ଫୁଲବାଣୀ-ବୌଦ୍ଧ ସୀମାରେ ମୁହାଁମୁହିଁ ହୋଇଛନ୍ତି। ଉଭୟଙ୍କ ମଧ୍ୟରେ ୮ ଘଣ୍ଟା ଧରି ଗୁଳିବିନିମୟ ଜାରି ରହିଛି। ନାରାୟଣ ପ୍ରସାଦ ଓ…