ପୋଲ ଉପରେ ଆଣ୍ଠୁଏ ପାଣି

ଦେବଗଡ଼: ବର୍ଷା ଆଣିଦେଇଛି ଦୁର୍ଦ୍ଦଶା। ପୋଲ ଉପରେ ଆଣ୍ଠୁଏ ପାଣି ଚାଲୁଥିବାରୁ ଅଧାବାଟରେ ଅଟକିଗଲା ଆମ୍ବୁଲାନ୍ସ। ଶେଷରେ ଗର୍ଭବତୀଙ୍କୁ ବୋହି ନାଳ ପାର କରିବାକୁ ପଡ଼ିଲା ପରିବାର…