ଆଜିର ଖବର MMDR ଆଇନ ପ୍ରତ୍ୟାହାର ଦାବୀରେ ଇଣ୍ଡିଆ ମେଣ୍ଟର ଧାରଣା ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): MMDR ଆଇନ ଓଡ଼ିଶାର ସର୍ବନାଶ କରିବ। ରାଜ୍ୟର ଜମି ଓ ମାଟିତଳେ ଥିବା ଖଣିଜ ସଂପଦ ଉପରେ ରାଜ୍ୟର ଅଧିକାର ରହିବ…