ଆଞ୍ଚଳିକ ବାଣପୁର: ଇଫତାର ପାର୍ଟିରେ ଯୋଗ ଦେଲେ ବିଜେପି ପ୍ରାର୍ଥୀ ପ୍ରଥ୍ୱୀରାଜ ହରିଚନ୍ଦନ ବାଣପୁର (ସୀତାରାମ ଅଗ୍ରୱାଲ): ମଙ୍ଗଳବାର ସନ୍ଧ୍ୟାରେ ବାଣପୁର ବଡହନ୍ତୁଆଡ଼ ଠାରେ ମସଜିଦର ଇଫତାର ପାର୍ଟିରେ ବିଜେପି ବିଧାୟକ ପ୍ରାର୍ଥୀ ପ୍ରଥ୍ୱୀରାଜ ହରିଚନ୍ଦନ ଯୋଗଦେଇଛନ୍ତି। ନିର୍ବାଚନ ପାଖେଇ ଆସୁଥିବା…