ଆଜିର ଖବର କଳାହାଣ୍ଡିର କୋକସରା ତଥା ଲଡୁଗାଁ ଅଂଚଳ ପ୍ରଦୂଷଣର ଗନ୍ତାଘର, ଜନଜୀବନ ଅସ୍ତବ୍ୟସ୍ତ ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଅର୍ନ୍ତତ ଲଡୁଗାଁ ର୍ପଦୂଷଣର ଗନ୍ତାଘର ପାଳଟିଛି। ଲଡୁଗାଁ ପଂଚାୟତର ଲଡୁଗାଁ ଗ୍ରାମ ବ୍ୟବସାୟୀକ ପେଣ୍ଠସ୍ଥଳ ହୋଇଥିବା…