ରାଜ୍ୟ ଖବର ସିଏସ୍ଆର୍ ଓ ପାରିପାର୍ଶ୍ୱିକ ବିକାଶ କାର୍ଯ୍ୟର ସମୀକ୍ଷା କଲେ ସାଂସଦ ଧର୍ମେନ୍ଦ୍ର ପ୍ରଧାନ ଭୁବନେଶ୍ୱର/ସମ୍ବଲପୁର: ସ୍ଥାନୀୟ ଗ୍ରାମବାସୀଙ୍କୁ ଆସ୍ଥାକୁ ନେଇ ଜିଲ୍ଲା ପ୍ରଶାସନର ଅନୁମତି କ୍ରମେ ସମସ୍ତ ବିକାଶମୂଳକ କାର୍ଯ୍ୟ କରିବାକୁ ଶିଳ୍ପାନୁଷ୍ଠାନଗୁଡ଼ିକୁ ପରାମର୍ଶ ଦିଆଯାଇଛି। ସମ୍ବଲପୁର ଜିଲ୍ଲାର ବିଭିନ୍ନ ଶିଳ୍ପ…