ବିଶେଷ ଖବର ସର୍ବଭାରତୀୟ ପ୍ରିଜାଇଡିଂ ଅଫିସର ଓ ଆଇନ ପ୍ରଣୟନ ସଂସ୍ଥାର ସଚିବମାନଙ୍କ ସମ୍ମିଳନୀରେ ପ୍ରମିଳା ମଲ୍ଲିକ ଭୁବନେଶ୍ୱର: ବିଧାନସଭାର ବିଶ୍ୱସନୀୟତା ଏହାର ସଦସ୍ୟମାନଙ୍କ ଶୃଙ୍ଖଳା ଓ ଆଚରଣ ସଂହିତା ପାଳନ ଉପରେ ନିର୍ଭର କରେ। ବିଧାନସଭାର ମୁଖ୍ୟ କାର୍ଯ୍ୟ ଆଇନ ପ୍ରଣୟନ ହୋଇଥିବାବେଳେ କାର୍ଯ୍ୟନିର୍ବାହୀ…