ଆଜିର ଖବର ପୁଲିସ ସେବା ପୁରସ୍କାର ୨୦୨୬ ଘୋଷଣା: ଓଡ଼ିଶାର ୧୭ ପୁଲିସ କର୍ମଚାରୀ ପାଇବେ ସମ୍ମାନ ଭୁବନେଶ୍ୱର: ଘୋଷଣା ହୋଇଛି ପୁଲିସ ସେବା ପୁରସ୍କାର-୨୦୨୬। ଚଳିତ ବର୍ଷ ଓଡ଼ିଶାର ୧୭ ଜଣ ପୁଲିସ ଅଧିକାରୀ ଓ କର୍ମଚାରୀଙ୍କୁ ସେମାନଙ୍କର ଉଲ୍ଲେଖନୀୟ ସେବା, ସାହସିକତା ଓ…