NetajiJayanthi ନିର୍ଭୀକ ସାମ୍ବାଦିକତା ପାଇଁ ପ୍ରିୟରଂଜନ ସାହୁଙ୍କୁ ମିଳିଲା ନେତାଜୀ ରାଷ୍ଟ୍ରୀୟ ସମ୍ମାନ ଭୁବନେଶ୍ବର: ନେତାଜୀ ସୁବାସ ବୋଷଙ୍କ ଜୟନ୍ତୀ ପୂର୍ବରୁ ଭୁବନେଶ୍ବରରେ ଉତ୍କଳ ଯୁବବିକାଶ ପରିଷଦ ତରଫରୁ ଜୟହିନ୍ଦ-2022 ପାଳିତ ହୋଇଛି। ବୁଦ୍ଧ ମନ୍ଦିର ପରିସରରେ ଆୟୋଜିତ ଏହି ଉତ୍ସବରେ…