ଆଜିର ଖବର ପ୍ଲାଟଫର୍ମରେ ସ୍ୱଳ୍ପ ମୂଲ୍ୟର ଭୋଜନ ଏବଂ ସୁଲଭ ପ୍ୟାକେଜ୍ ପାନୀୟ ଜଳର ଯୋଗାଣ ଭୁବନେଶ୍ଵର: ସାଧାରଣ ଦ୍ଵିତୀୟ ଶ୍ରେଣୀରେ ଯାତ୍ରା କରୁଥିବା ଯାତ୍ରୀ ମାନଙ୍କ ପାଇଁ ଖୁସି ଖବର ଆଣିଛି ରେଳ ମନ୍ତ୍ରଣାଳୟ। ସାଧାରଣ ଦ୍ଵିତୀୟ ଶ୍ରେଣୀ କୋଚ୍ ନିକଟରେ ପ୍ଲାଟଫର୍ମରେ…