ଆଜିର ଖବର ଆଇପିଏଲ: ବର୍ଷା ହେଲେ କିପରି ନିର୍ଣ୍ଣୟ ହେବ ଫଳାଫଳ, ଫାଇନାଲ୍ ପାଇଁ ମଧ୍ୟ କୌଣସି ଅତିରିକ୍ତ ଦିନ ନାହିଁ, ଜାଣନ୍ତୁ ନିୟମ ମୁମ୍ବାଇ: ଆଇପିଏଲ-୨୦୨୨ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଲିଗ୍ ର ପ୍ରଥମ ଯୋଗ୍ୟତା ମ୍ୟାଚ୍ ମଇ ୨୪ ତାରିଖରେ ଖେଳାଯିବ। ଫାଇନାଲ ମ୍ୟାଚ୍ ମେ ୨୯ ତାରିଖରେ ଖେଳାଯିବ।…