ଜାତୀୟ ଖବର ଜମ୍ମକାଶ୍ମରୀରେ ଶାନ୍ତି ଫେରାଇବାକୁ ହେଲେ ପାକିସ୍ଥାନ ସହିତ କଥା ହେବା ଦରକାର, ଫାରୁକ ଅବଦୁଲ୍ଲା ନୂଆଦିଲ୍ଲୀ : ଜମ୍ମକାଶ୍ମରୀରେ ଶାନ୍ତି ଫେରାଇ ଆଣିବାକୁ ହେଲେ ପାକିସ୍ଥାନ ସହିତ ଆଲୋଚନା ଦ୍ବାରା ସମ୍ଭବ ହୋଇପାରିବ। ଏହା ବ୍ୟତିତ ଆଉ କିଛି ବିକଳ୍ପ ନାହିଁ ବୋଲି…