ଆଜିର ଖବର ଫିଲ୍ମ ‘କାଳୀ’ର ପୋଷ୍ଟରକୁ ନେଇ ବଢିଲା ବିବାଦ, ନିର୍ଦ୍ଦେଶକଙ୍କ ବିରୋଧରେ ଏଫ୍ଆଇଆର୍ ନୂଆଦିଲ୍ଲୀ: ଫିଲ୍ମ ‘କାଳୀ’କୁ ନେଇ ବିବାଦ କ୍ରମାଗତ ଭାବେ ବଢିବାରେ ଲାଗିଛି। ଏଥି ସହିତ ଚଳଚ୍ଚିତ୍ର ନିର୍ମାତା ଲୀନା ମଣିମେକଲଇ ମଧ୍ୟ ଲୋକଙ୍କ ତୀବ୍ର ବିରୋଧର ସମ୍ମୁଖୀନ…