ଆଜିର ଖବର ସିବିଏସଇ ପରୀକ୍ଷା ବାତିଲ: ଫି’ ଫେରାଇବା ପାଇଁ ଦିଲ୍ଲୀ ଉଚ୍ଚ ନ୍ୟାୟଳୟରେ ଦ୍ଵାରସ୍ଥ ହେଲେ ସାମାଜିକ କାର୍ଯ୍ୟକର୍ତ୍ତା ନୂଆଦିଲ୍ଲୀ: ଦିଲ୍ଲୀ ଉଚ୍ଚ ନ୍ୟାୟଳୟରେ ଏକ ଜନହିତ ମାମଲା ଦାୟର କରଯାଇଛି। ଯେଉଁଥିରେ କେନ୍ଦ୍ର ମାଧ୍ୟମିକ ଶିକ୍ଷା ବୋର୍ଡ ଏବଂ ଅନ୍ୟ ବୋର୍ଡରେ ଦଶମ ଏବଂ ଦ୍ୱ୍ବାଦଶ…