ଆଜିର ଖବର ଆସାମରେ କୋଲକାତା-ସାଇରାଙ୍ଗ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ: ୪ ଆହତ, ଅଳ୍ପକେ ବର୍ତ୍ତିଲେ ଶତାଧିକ ଯାତ୍ରୀ ନୂଆଦିଲ୍ଲୀ: ଆସାମର ଗୁଆହାଟୀ ଉପକଣ୍ଠରେ ଏକ ରେଳ ଦୁର୍ଘଟଣା ଘଟିଛି। କୋଲକାତାର ଚିତପୁରରୁ ମିଜୋରାମର ଆଇଜୋଲସ୍ଥିତ ସାଇରାଙ୍ଗ ଅଭିମୁଖେ ଯାଉଥିବା କୋଲକାତା-ସାଇରାଙ୍ଗ ଏକ୍ସପ୍ରେସ ଡିଗାରୁ ରେଳ ଷ୍ଟେସନ…