ରାଜ୍ୟ ଖବର ଏମ୍ସ ଭୁବନେଶ୍ୱର ବିରଳ ଅସ୍ତ୍ରୋପଚାର, ବଙ୍କା ହୋଇପଡିଥିବା ମଣିଷ ସିଧା ହେଲା ଏମ୍ସ ଭୁବନେଶ୍ବର ଅର୍ଥୋପେଡିକ୍ ବିଭାଗ ଦ୍ୱାରା କରାଯାଇଥିବା ଉଲ୍ଲେଖନୀୟ ଚିକିତ୍ସା ସଫଳତା ଜଣେ ଯୁବକଙ୍କ ଜୀବନରେ ପ୍ରାୟ ଦୁଇ ଦଶନ୍ଧି ପରେ ଅସରନ୍ତି ଖୁସି ଆଣିଦେଇଛି। ଆମ…