ଆଜିର ଖବର ଆସନ୍ତା ୩ ଯାଏଁ ଜାରି ରହିବ କାଳବୈଶାଖୀ ପ୍ରକୋପ: ଏହି ଜିଲ୍ଲାଗୁଡିକରେ ବଜ୍ରପାତ ସହ ବର୍ଷା ଆଶଙ୍କା ଭୁବନେଶ୍ୱର: ଭୁବନେଶ୍ଵର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଦ୍ଵାରା ରାଜ୍ୟରେ କାଳବୈଶାଖୀ ଉପରେ ବଡ଼ ଆକଳନ କରିଛି। ଆସନ୍ତା ମାସ ୩ ତାରିଖ ଯାଏଁ କାଳବୈଶାଖୀ ପ୍ରକୋପ…