ଆଜିର ଖବର ବଢିବ ଶକ୍ତି: ଭାରତୀୟ ନୌସେନାରେ ସାମିଲ ହେଲା ଆଇଏନ୍ଏସ୍ ମୋର୍ମୁଗାଓ ନୂଆଦିଲ୍ଲୀ: ଚୀନ ସହିତ ବିବାଦ ମଧ୍ୟରେ ଆଜି ଭାରତୀୟ ନୌସେନାକୁ ମିଳିଛି ଆଇଏନ୍ଏସ୍ ମୋର୍ମୁଗାଓ। ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ପି୧୫ବି ଷ୍ଟିଲ୍ଥ ଗାଇଡେଡ୍ ମିଶାଇଲ ବିଧ୍ୱଂସକାରୀ ଯୁଦ୍ଧଜାହାଜ ଆଇଏନ୍ଏସ୍…