ଆଜିର ଖବର ବଢିଲା ତାତି: ଭୁବନେଶ୍ବର ଆଜି ରାଜ୍ୟର ସର୍ବାଧିକ ଉତ୍ତପ୍ତ ସହର ଭୁବନେଶ୍ବର: ପୁଣି ଥରେ ରାଜ୍ୟରେ ତାପମାତ୍ରା ବଢିଛି। ଭୁବନେଶ୍ଵର ଆଜି ରାଜ୍ୟର ସର୍ବାଧିକ ସହର ଭାବେ ରେକର୍ଡ କରାଯାଇଛି। ଭୁବନେଶ୍ଵରରେ ଆଜିର ତାପମାତ୍ରା ୪୨.୧ ଡିଗ୍ରୀ ରେକର୍ଡ…