ଆଜିର ଖବର ଜିଲ୍ଲାସ୍ତରୀୟ ବନ୍ଦେ ମାତରଂ @୧୫୦ ଜାତୀୟ ସଙ୍ଗୀତ ପାଳିତ ଖୋର୍ଦ୍ଧା: ଆଜି ଠିକ୍ ପୂର୍ବାହ୍ନ ୦୯.୪୫ ମି ସମୟରେ ସମଗ୍ର ଭାରତ ବର୍ଷରେ ସ୍ବର୍ଗତ ବଙ୍କିମ ଚନ୍ଦ୍ର ଚଟୋପାଧ୍ୟାୟଙ୍କ ଅମର କୃତୀ ଯାହା ଭାରତ ମାତାର ଜଳ…