ଆଞ୍ଚଳିକ ବାଣପୁରରେ ବନ୍ଧୁକ ମୂନରେ ଲୁଟ: କାରିଗରଙ୍କ ଠାରୁ ଲକ୍ଷାଧିକ ମୂଲ୍ୟର ସୁନା ଗହଣା ଓ ନଗଦ ଲୁଟିନେଲେ ଦୁର୍ବୃର୍ତ୍ତ ବାଣପୁର (ସୀତାରାମ ଅଗ୍ରୱାଲ): ବାଣପୁରରେ ପୁଣି ଏକ ଲୁଟ ହୋଇଛି। ଘରେ ପଶି ପିସ୍ତଲ ଦେଖାଇ ଲୁଟେରାମାନେ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଗହଣା ଓ ନଗଦ…