ଆଜିର ଖବର ୭ ହଜାର ଲାଞ୍ଚ ନେଇ ଚାକିରିରୁ ବରଖାସ୍ତ ହେଲେ ORS ଅଧିକାରୀ ମନୀଷା ମିଶ୍ର ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ବାଲିଆପାଳରେ ସବ୍ ରେଜିଷ୍ଟ୍ରାର ଭାବେ କାର୍ଯ୍ୟରତ ଥିବା ପ୍ରୋବେସନାରୀ ORS ଅଧିକାରୀ ମନୀଷା ମିଶ୍ରଙ୍କୁ ରାଜ୍ୟ ସରକାର ତତ୍କାଳ ପ୍ରଭାବରୁ ଚାକିରିରୁ ବରଖାସ୍ତ…