ଆଜିର ଖବର ରୁଷରେ ଜଗନ୍ନାଥ ଭକ୍ତମାନେ ନିର୍ମାଣ କଲେ ବରଫର ଜଗନ୍ନାଥ, ବଳଭଦ୍ର ଏବଂ ମା ସୁଭଦ୍ରାଙ୍କ ପ୍ରତିମୂର୍ତ୍ତି ସାଇବେରିଆ, ରୁଷିଆରେ ଥିବା ଜଗନ୍ନାଥ ଭକ୍ତମାନେ ଏକ ଅଭିନବ ପରକଳ୍ପନା କରିଛନ୍ତି। ସେମାନେ ବରଫାବୃତ ସାଇବେରିଆ ଅଞ୍ଚଳରେ ନିର୍ମାଣ କରିଛନ୍ତି ଜଗନ୍ନାଥ, ବଳଭଦ୍ର ଏବଂ ମା ସୁଭଦ୍ରାଙ୍କ…