ଆଜିର ଖବର ବର୍ଣ୍ଣ ବୋଧ ବଣ୍ଟନ ଉତ୍ସବ ଅନୁଷ୍ଠିତ ଉମରକୋଟ: ଓଡ଼ିଆ ପକ୍ଷ ପାଳନ ଅବସରରେ ବର୍ଣ୍ଣ ବୋଧ ବଣ୍ଟନ ଉତ୍ସବ ଅନୁଷ୍ଠିତ ହୋଇଛି। ଜିଲ୍ଲାର ଉମରକୋଟ ବ୍ଳକର ଭାଲୁଗୁଡା ପ୍ରାଥମିକ ବିଦ୍ୟାଳୟରେ ବିଦ୍ୟାଳୟ ଓ ଗଣଶିକ୍ଷା…