ଆଜିର ଖବର ରାଜସ୍ଥାନ ବିଜେପିରେ ବଢୁଛି ଅସନ୍ତୋଷ: ନୂଆ ରାଜନୈତିକ ମଞ୍ଚ ଗଢିଲେ ବସୁନ୍ଧରା ସମର୍ଥକ ଜୟପୁର: ରାଜସ୍ଥାନରେ କଂଗ୍ରେସ ପରେ ଏବେ ବିଜେପିରେ ମଧ୍ୟ ବିରୋଧର ସ୍ଵର ଉଠିଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେଙ୍କୁ ଦଳ ଅଣଦେଖା କରୁଥିବାର ଅଭିଯୋଗ କରିଛନ୍ତି ତାଙ୍କ…