ଅପରାଧ ରୋଗୀଙ୍କୁ ଶୀଘ୍ର ଚିକିତ୍ସା କରାଇଦେବାକୁ କହି ଚାନ୍ଦା ଆଦାୟ କରୁଥିଲେ ଯୁବକ, ବାନ୍ଧିଲା ଚାନ୍ଦପୁର ପୋଲିସ ନୟାଗଡ଼/ଚାନ୍ଦପୁର: ଆଜିକାଲି ସରକାରୀ ହସ୍ପିଟାଲରେ ଦଲାଲମାନଙ୍କର ପାଦୁର୍ଭାବ ବଢିବାରେ ଲାଗିଛି। ବହିଃବିଭାଗରେ ଚିକିତ୍ସା ଶୀଘ୍ର କରେଇଦେବାକୁ କହି ରୋଗୀଙ୍କ ଠାରୁ ଦଲାଲମାନେ ଟଙ୍କା ଲୁଟୁଥିବା ଦେଖିବାକୁ ମିଳୁଛି।…