ଅପରାଧ ଏସଟିଏଫକୁ ମିଳିଲା ବଡ ସଫଳତା: ୫ ଲକ୍ଷ ପୁରସ୍କାର ଡ଼କାୟତ ଗୌରୀ ଯାଦବକୁ କଲା ଏନକାଉଣ୍ଟର ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଚିତ୍ରକୁଟ ଜିଲ୍ଲାରେ ଆଜି ସକାଳେ ଡ଼କାୟତ ଗୌରୀ ଯାଦବ ଗ୍ୟାଙ୍ଗ ସହିତ ଏସଟିଏଫ୍ ଟିମ୍ ମୁହାଁମୁହିଁ ହୋଇଛନ୍ତି। ଏହି ଏନକାଉଣ୍ଟର ସମୟରେ ଗୌରୀ ଯାଦବକୁ…