ଆଜିର ଖବର ଆଜି ବାଂଲାଦେଶ ଫେରିବେ ଜେଲରେ ଥିବା ୩୮ ଅବୈଧ ବାଂଲାଦେଶୀ ନାଗରିକ ନୂଆଦିଲ୍ଲୀ: କଡ଼ା ସୁରକ୍ଷା ମଧ୍ୟରେ ଆଗ୍ରା ଜିଲ୍ଲାରେ ଅବୈଧ ଭାବରେ ରହୁଥିବା ୩୮ ଜଣ ବାଂଲାଦେଶୀ ନାଗରିକଙ୍କୁ ସେମାନଙ୍କ ଦେଶ ବାଂଲାଦେଶକୁ ନିର୍ବାସିତ କରାଯାଇଛି। ଫେବୃଆରୀ ୨୦୨୩…