ଆଜିର ଖବର କାର୍ଯ୍ୟରେ ଅବହେଳା ଅଭିଯୋଗ, ଦିନକର ଦରମା ବନ୍ଦ କଲେ ଡିଇଓ ନବରଙ୍ଗପୁର: କାର୍ଯ୍ୟରେ ଅବହେଳା ଦର୍ଶାଇ ୨ ଜଣ ଶିକ୍ଷକ ଏବଂ ୨ ଜଣ କର୍ମଚାରୀଙ୍କ ଗୋଟିଏ ଦିନର ଦରମା ବନ୍ଦ କରିଛନ୍ତି ଡିଇଓ ଛତ୍ରପତି ସାହୁ। ଆସନ୍ତା…