ଆଜିର ଖବର ଜଣେ ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନସର ଚଢାଉ, ମିଳିଲା ଖାଲି କୋଠା ଆଉ କୋଠା ଭୁବନେଶ୍ବର: ଆଜି ଭିଜିଲାନ୍ସ ବିଭାଗ ତରଫରୁ ଏକ ବଡ ଧରଣର ଚଢାଉ କରାଯାଇଛି। ଏହି ଚଢାଉ ବାରିପଦା ଆଇଟିଡିଏର ସହକାରୀ ଯନ୍ତ୍ରୀ ସନ୍ତୋଷ କୁମାର ଦାସଙ୍କ ଘରେ…