ଆଞ୍ଚଳିକ ଏସ୍ଏମ୍ଆଇଟିର ଚଣ୍ଡିପଦରଠାରେ ସ୍ଥାପିତ ବୃନ୍ଦାବନ ନାୟକ ଇଂଲିଶ୍ ମିଡିୟମ୍ ସ୍କୁଲର ବାର୍ଷିକୋତ୍ସବ ବ୍ରହ୍ମପୁର: ଏସ୍ଏମ୍ଆଇଟି ଗ୍ରୁପ୍ ଅଫ୍ ଇନ୍ଷ୍ଟିଚ୍ୟୁସନ୍ ଦ୍ବାରା ଚଣ୍ଡିପଦରଠାରେ ସ୍ଥାପିତ ବୃନ୍ଦାବନ ନାୟକ ଇଂଲିଶ୍ ମିଡିୟମ୍ ସ୍କୁଲ ପରିସର ମଧ୍ୟରେ ଫେବୃଆରୀ ୧୪ ତାରିଖ ଶୁକ୍ରବାର ଦିନ…