ଆଜିର ଖବର ଖୋରଧା ଜିଲ୍ଲାକୁ ସମଗ୍ର ଭାରତ ବର୍ଷରେ ୧ ନମ୍ବର ଜିଲ୍ଲା ଭାବେ ଗଢିତୋଳିବା ଲକ୍ଷ୍ୟ: ପ୍ରଶାନ୍ତ ଜଗଦ୍ଦେବ ଖୋରଧା: ପ୍ରତ୍ୟେକ ବିଭାଗୀୟ ଅଧିକାରୀ କିଛି ନବୀନ ପ୍ରକଳ୍ପ କାର୍ଯ୍ୟକାରିତା ନିମନ୍ତେ ଚିନ୍ତା କରିବା ଉଚିତ୍। ମୋ ସ୍ୱପ୍ନର ଖୋରଧା ଜିଲ୍ଲା, ସମୃଦ୍ଧ ଓ ସଶକ୍ତ ଓ…