ଆଜିର ଖବର ବାୟୁସେନା ହେଲିକପ୍ଟର ଦୁର୍ଘଟଣା: ଓଡିଶା ବିଧାନସଭାରେ ଶୋକ ଭୁବନେଶ୍ଵର: ତାମିଲନାଡୁର କୁନ୍ନୁରରେ ବାୟୁସେନା ହେଲିକପ୍ଟର ଦୁର୍ଘଟଣାକୁ ନେଇ ଶୋକ ପ୍ରସ୍ତାବ ଆଗତ ହୋଇଛି। ଓଡିଶା ବିଧାନସଭାରେ ଏହି ଘଟଣାକୁ ନେଇ ଶୋକ ପ୍ରସ୍ତାବ ଆଗତ ହୋଇଛି।…