ଜାତୀୟ ଖବର ଦୀପାବଳିରେ ଧୂଆଁମୟ ରାଜଧାନୀ: ସଙ୍କଟଜନକ ସ୍ଥିତିରେ ବାୟୁ ପ୍ରଦୂଷଣ ନୂଆଦିଲ୍ଲୀ: ଦୀପାବଳି ରାତିରେ ସମଗ୍ର ରାଜଧାନୀ ଦିଲ୍ଲୀ ଏକ ଘନ କୁହୁଡ଼ି ଓ ଧୂଆଁର ଆସ୍ତରଣ ତଳେ କବଳିତ ହୋଇପଡ଼ିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ତଥ୍ୟ…